Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ଲକ୍ଷ୍ୟ ପଥେ ମୁଁ

ଲକ୍ଷ୍ୟ ପଥେ ମୁଁ

1 min
113


ଏପାଖେ ଶୂନ୍ୟତା ସେପାଖେ ଶୂନ୍ୟତା

  ମଧ୍ୟେ ମୁଁ ଦଣ୍ଡାୟମାନ,

ପରାଜିତ ନୁହେଁ ବିଜୟ ଲକ୍ଷ୍ୟରେ

   ସୈନିକ ମୁଁ ଧାବମାନ,

   ପଥେ ଏକା ମୁଁ ସମ୍ପୂର୍ଣ୍ଣ

ଏହି ଜୀବନରେ କେତେ ଝଡ଼ଝଞ୍ଜା

   ଦେଖିଛି ଏହି ନୟନ,

  ତଥାପି ଅଟଳ ମନ ।


ମହାଯାତ୍ରା ମୋର ସୁନ୍ଦର ସକାଳ

  ଅପେକ୍ଷା ମୋ ନିରନ୍ତର,

ଗଢିବି ନିଜ ହାତରେ ନିଜେ ଆଜି

 ଧୈର୍ଯ୍ୟ, ଦୟା, ସ୍ନେହ, ଅଳଙ୍କାର,

  ପଣ ରହିଛି ମୋହର,

ଚଲାପଥ ହେଉ ଯେତେ କଣ୍ଟକିତ

  ଆଗକୁ ଲକ୍ଷ୍ୟ ମୋହର।



Rate this content
Log in

Similar oriya poem from Inspirational