ଲକ୍ଷ୍ମଣ ରେଖା
ଲକ୍ଷ୍ମଣ ରେଖା


ଘର ବାହାରେ ଅନ୍ଧାର
ଭିତରେ ଆଲୁଅ
ତା' ମଝିରେ ସଂକଳ୍ପ ମନ୍ତ୍ରା
ଲକ୍ଷ୍ମଣ ରେଖା ।
ଆଗରେ ପଛରେ
ବାହାରେ ଭିତରେ
ଏମିତି ରେଖା ସବୁ
ଝୁଣ୍ଟିବାକୁ ହୁଏ
କରି ହୁଏନାହିଁ ଅଣଦେଖା ।
ଅତିକ୍ରମି ଗଲେ ବିସ୍ଫୋରଣ
ଉଠି ଯାଉଥିବା ପାଦକୁ
ଆକଟି ନେଲେ
ଜିଣି ହୋଇଯାଏ
ବିଷମ ପରୀକ୍ଷା ।।
ଘର ବାହାରେ ଅନ୍ଧାର
ଭିତରେ ଆଲୁଅ
ତା' ମଝିରେ ସଂକଳ୍ପ ମନ୍ତ୍ରା
ଲକ୍ଷ୍ମଣ ରେଖା ।
ଆଗରେ ପଛରେ
ବାହାରେ ଭିତରେ
ଏମିତି ରେଖା ସବୁ
ଝୁଣ୍ଟିବାକୁ ହୁଏ
କରି ହୁଏନାହିଁ ଅଣଦେଖା ।
ଅତିକ୍ରମି ଗଲେ ବିସ୍ଫୋରଣ
ଉଠି ଯାଉଥିବା ପାଦକୁ
ଆକଟି ନେଲେ
ଜିଣି ହୋଇଯାଏ
ବିଷମ ପରୀକ୍ଷା ।।