Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Laxminarayan Sahoo

Inspirational


4.0  

Laxminarayan Sahoo

Inspirational


ଲକ୍ଷ୍ମଣ ରେଖା

ଲକ୍ଷ୍ମଣ ରେଖା

1 min 8 1 min 8

 ଘର ବାହାରେ ଅନ୍ଧାର

ଭିତରେ ଆଲୁଅ

ତା' ମଝିରେ ସଂକଳ୍ପ ମନ୍ତ୍ରା

ଲକ୍ଷ୍ମଣ ରେଖା ।


 ଆଗରେ ପଛରେ

ବାହାରେ ଭିତରେ

ଏମିତି ରେଖା ସବୁ

ଝୁଣ୍ଟିବାକୁ ହୁଏ

କରି ହୁଏନାହିଁ ଅଣଦେଖା ।


 ଅତିକ୍ରମି ଗଲେ ବିସ୍ଫୋରଣ

ଉଠି ଯାଉଥିବା ପାଦକୁ

ଆକଟି ନେଲେ

ଜିଣି ହୋଇଯାଏ

ବିଷମ ପରୀକ୍ଷା ।।


Rate this content
Log in

More oriya poem from Laxminarayan Sahoo

Similar oriya poem from Inspirational