Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Priyabrata Parida

Others

2  

Priyabrata Parida

Others

ଲଭ ଷ୍ଟୋରୀ

ଲଭ ଷ୍ଟୋରୀ

1 min
112



ପୁ - ଏ କି ବନ୍ଧନ ତୋ ସାଥେ ମନର

    ଲାଗୁଛି ସମ୍ପର୍କ ସାତ ଜନ୍ମର

ଝି - ଏ କି ବନ୍ଧନ ତୋ ସାଥେ ମନର

    ଲାଗୁଛି ସମ୍ପର୍କ ସାତ ଜନ୍ମର

ପୁ - ବିଧାତା ଗଢିଛି ତତେ ତ ମୋ ପାଇଁ

   ମୋ ହୃଦୟେ ସୁଭୁଛି ତୋରି ସ୍ପନ୍ଦନ

ଝି - ବିଧାତା ଗଢିଛି ତତେ ତ ମୋ ପାଇଁ

   ମୋ ଦେହରେ ଚାଲିଛି ତୋରି ନିଶ୍ୱାସ

ପୁ - ତୋ ପ୍ରେମରେ କଲୁ ମୋତେ କିମିଆ

   ତୋ ଆଖିରେ ଦେଖୁଛି ସାରା ଦୁନିଆ

   ତୋ ପାଇ ଲେଖୁଛି ମୁ ଲଭଷ୍ଟୋରୀ

   ତୋ ସାଥେ ବନ୍ଧା ମୋ ଜୀବନ ଡୋରି

ଝି -ତୋ ପ୍ରେମରେ କଲୁ ମୋତେ କିମିଆ

   ତୋ ଆଖିରେ ଦେଖୁଛି ସାରା ଦୁନିଆ

   ତୋ ପାଇ ଲେଖୁଛି ମୁ ଲଭଷ୍ଟୋରୀ

   ତୋ ସାଥେ ବନ୍ଧା ମୋ ଜୀବନ ଡୋରି

ପୁ - ଯିଉଛି ଯିଇବି ତୋ ପାଇଁ ସାଥିରେ

   ରାତି ମୋ କଟୁଛି ତୋରି ସପ୍ନରେ

ଝି - ଯିଉଛି ଯିଇବି ତୋ ପାଇଁ ସାଥିରେ

   ତୋ ହାତ ଧରି ଚାଲିବି ଜୀବନ ରାସ୍ତାରେ

ପୁ - ଏ କି ବନ୍ଧନ ତୋ ସାଥେ ମନର

    ଲାଗୁଛି ସମ୍ପର୍କ ସାତ ଜନ୍ମର

ଝି - ଏ କି ବନ୍ଧନ ତୋ ସାଥେ ମନର

    ଲାଗୁଛି ସମ୍ପର୍କ ସାତ ଜନ୍ମର ।


Rate this content
Log in

More oriya poem from Priyabrata Parida