Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binata Mohanta

Classics

3  

Binata Mohanta

Classics

ଲାଲ ରଙ୍ଗ

ଲାଲ ରଙ୍ଗ

1 min
177


ଲାଲ ରଙ୍ଗ ଅଟେ ଶୁଭ 

    ନିଡର ବିଜୟ ପ୍ରତୀକ

ସୁଖ ସମୃଦ୍ଧି କଲ୍ୟାଣ ଭରେ

    ଜୀବନେ ଅହେତୁକ ।


ଲାଲ ପରିଧାନେ ବାହାରିଲେ 

    ମା' ଶତ୍ରୁଙ୍କୁ କରିବାକୁ ଦମନ

ମହାଶକ୍ତି ରୂପ ଦେଖି 

    କମ୍ପିଲା ତ୍ରିଭୂବନ ।


ଅଧର୍ମକୁ ନାଶି ବୋଲାଉଛ

     ଅଭୟ ଦାୟିନୀ

ଦୁରାଚାରୀ ଅଧର୍ମିଙ୍କୁ 

    ନିପାତ କର ମା'ଭବାନୀ ।


ମନ୍ଦ ଶକ୍ତି ଅସତ୍ୟକୁ

    ସମୂଳେ କର ନାଶ

ଉଦିତ ସୂର୍ଯ୍ୟର ଲାଲ କିରଣ ପରି

    ବରଷାଅ ଆଶିଷ ।


Rate this content
Log in