Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prafulla Kumar Tripathy

Others Children

2  

Prafulla Kumar Tripathy

Others Children

ଲାଲ ମଲାଟ

ଲାଲ ମଲାଟ

1 min
125


ବହି ଦେହରେ ପଡିଛି

ଲାଲ ମଲାଟର ଆଭରଣ

ବହିଟି ମଣ୍ତିତ ହୋଇଛି ପୂର୍ଣ୍ଣ ।

ମଲାଟ ପୃଷ୍ଠାଟି କରିଛି ମଣ୍ଡନ

ମଲାଟ ମଧ୍ୟରେ ହୋଇଛି

ଶିଶୁର ନାମ ଆବୃତ

ମଲାଟକୁ ଓଲଟାଇଲେ ରହିଛି

ଶିଶୁର ଭବିଶ୍ଯତ ।

ମଲାଟର ତଳେ ରହିଛି

କେତେ ସ୍ମୃତି ଅନୁଭୁତି

ଶିଶୁକୁ ସ୍ପର୍ଷ କରେ

ଏହି ମଲାଟର ଆକୃତି ।

ଜ୍ଞାନି ଗୁଣିକୁ କରେ ଆକୃଷ୍ଟ

ଅଲୋଡା ପଡିଯାଏ ଦିନେ ଏ ମଲାଟ

ନ ଦିଶଇ ତାର ପୂର୍ବ ଚିତ୍ରପଟ ।

ପୁସ୍ତକ ଦିଅଇ ମଲାଟ ସୁରକ୍ଷା

ମଲାଟ ଥିବାରୁ ପୁୁସ୍ତକ ହୁଏ ରକ୍ଷା ।



Rate this content
Log in