Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Fantasy

2  

Rama chandra Pradhan

Fantasy

କୃଷ୍ଣଚୂଡା

କୃଷ୍ଣଚୂଡା

1 min
87


କୃଷ୍ଣଚୂଡ଼ା ମୋତେ କହିଗଲା କାଲି 

   ତୁମେ ତ ଆସିବ ବୋଲି 

ଘନ କୁହୁଡିର ଛାତି ଚିରି ଦେଇ 

  କୃଷ୍ଣ କବରୀକୁ ଖୋଲି 

ବେଳ ଗଡ଼ିଗଲା ଆସିଲ ନାହିଁ କି

  ଦେଲ ନାହିଁ କିଛି ବାର୍ତ୍ତା 

କା' ଆଗେ କହିବି ମନର ଦରଦ 

  କିଏ ବା ବୁଝିବ ବ୍ୟଥା 

ସତ ମୁଁ କହୁଛି ରାଣ ମୁଁ ଖାଉଛି 

   ଭାବିଲେ ଘୁରୁଛି ମଥା 

କେମିତି ବଞ୍ଚିବି କୁହ ତୁମ ବିନା 

   ବିସ୍ମୟେ ଭାଳେ ସେକଥା ।


Rate this content
Log in

Similar oriya poem from Fantasy