Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

କ୍ରୋଧ

କ୍ରୋଧ

1 min
175


ଜୀବନେ କ୍ରୋଧ ଆସଇ ନୀତି

କ୍ରୋଧ ନେଇ ଆସେ ସବୁ ବିପତ୍ତି ।


କ୍ରୋଧ ପାଇଁ ଘରେ ଘରେ ଆସନ୍ତି ହୁଏ

ମଧୁର ସମ୍ପର୍କ ସବୁ ଭାଙ୍ଗି ନଷ୍ଟ ହୁଏ


କ୍ରୋଧ ପାଇଁ ହୁଏ ଘରେ ରକ୍ତପାତ

କ୍ରୋଧ ଶରୀର ପାଇଁ ଆଣେ ବିପଦ ।


କ୍ରୋଧ ପାଇଁ ମଣିଷ ଅଜ୍ଞନି ହୁଏ

ବିବେକ ବୁଦ୍ଧି ହରାଇ ଦିଏ ।


କ୍ରୋଧ ପାଇଁ ନିଜ ସମ୍ମାନ ଚାଲି ଯାଏ

କ୍ରୋଧ ପାଇଁ ମଣିଷ ସବୁ କିଛି ହରାଇ ଦିଏ ।


କ୍ରୋଧ ଆମର ଶତ୍ରୁ ଅଟଇ ଜାଣ

କ୍ରୋଧ ଆମର ସର୍ବନାଶର ହୁଏ କାରଣ ।


କ୍ରୋଧକୁ ମଣିଷ ଯଦି ନ ରୋକିବ

ସହନସିଲ କେବେ ହୋଇନ ପାରିବ ।


କ୍ରୋଧ ଠାରୁ ସଦା ଦୁରେଇ ଥିବ

ଦୟା କ୍ଷମା ଗୁଣ ମନରେ ରଖିବ ।


Rate this content
Log in

Similar oriya poem from Inspirational