Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational Children

3  

Sunanda Mohanty

Inspirational Children

କ୍ରାନ୍ତିଧାରା

କ୍ରାନ୍ତିଧାରା

1 min
105



ସେ ଦୁଇ ନାୟକ ଦୁହେଁ ବିପରୀତ

ତଥାପି କର୍ଣ୍ଣଧାର

ଜଣଙ୍କର ଅହିଂସା ମନ୍ତ୍ର ଜଣେ ସାଧକ

ଜଣେ ଜାଣେ ବୀର ଅମର

ଜଣେ ଗଢେ ଆଜାଦ ହିନ୍ଦ୍ ଫୌଜ

ଜଣେ ବିଶ୍ୱାସ ପଥର ଶବର

ଜଣେ ଜାଣେ ବୀର ମାରେ ଅବା ମରେ

କରି ରଣ ନିଃଶ୍ୱାସକୁ ନାହିଁ ଡର

ଦୁହିଁକ ଚେହେରା ପୋଷାକ ନୁହଁଇ ଅଭିନ୍ନ

ତଥାପି ଦୁହେଁ ଲାଗନ୍ତି ନିଜର

ଅଣ୍ଟାରେ ଘଣ୍ଟା ଜଣେ ପୋଲିସ କାଣ୍ଟଛାଣ୍ଟ

ଦୁହେଁ ଉଚ୍ଚକୋଟିର ବୀର

ଜଣେ କଳା ଜଣେ ଗୋରା ଜଣେ ଗେଡା

 ଜଣେ ଡେଙ୍ଗା ଧର ଠେଙ୍ଗା କହନ୍ତି ବରାବର

ଦୁହେଁ ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନ

ରହିଲେ ଚିରକାଳ ଅମର



Rate this content
Log in

Similar oriya poem from Inspirational