Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pareshchandra Das

Others

3  

Pareshchandra Das

Others

କହିଲେ କହିବେ କହିଲା

କହିଲେ କହିବେ କହିଲା

1 min
253


କ୍ଷମତାର ମୋହ  ମନରେ ବସିଛି

   ମାନବିକତା ଯାଏ ହାରି।

ଯେଉଁ ଦେଶ ରୁଟି ପ୍ରାଣ ସଂଚାରୁଛି

  ମାରେ ସେ ଦେଶକୁ ଛୁରୀ ।।

ଏମିତି ସେବକ  ନାହିଁ ତା ବିବେକ

   ପ୍ରଜାଙ୍କୁ ଶୁଣାଏ ଲରି ।

ଯେବେ ଟଳି ପଡ଼େ ଶତ୍ରୁ ସୈନ୍ୟ ମାନେ

   ଛାତି ତାର ଯାଏ ଚିରି ।।

ଦେଶରେ ରହି ସେ ଦେଶକୁ ନ ଚାହେଁ

    ବିଦେଶକୁ ହୁଏ ଝୁରି ।

ଏମିତି ନେତାଙ୍କୁ    ନେତା କି କହିବା

    ସୀମା କରିଦେବା ପାରି ।।

ନେତା କହି ଦେଲେ  ବ୍ରହ୍ମାଙ୍କ ବଚନ

   ପ୍ରଜାଏ କହିଲେ ଦ୍ରୋହୀ ।

ବାକ ସ୍ୱାଧୀନତା  କାହା ପାଇଁ ବେଦ

    କା ପାଇଁ ଭାକୁର ରୋହୀ ।।


    



Rate this content
Log in