Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Romance

3  

Puspanjali Panda

Romance

କହିବାର ଯାହାଥିଲା-୬

କହିବାର ଯାହାଥିଲା-୬

1 min
164


ତୁମ କୁ ଚିଠିକୁ 

ଅପେକ୍ଷା କରି

ସମୟକୁ ଦେଲି ସାରି

କହିପାରିଲିନି

ପ୍ରିୟତମ ତମେ ମୋର

ଆପଣାର ବୋଲି।।

ଲୁଚି ଲୁଚି ଖାଲି

ତୁମକୁ ଦେଖିବା,

ତୁମର ସେ କମନୀୟ

ରମଣୀୟ ମୁହଁ ,

ଆଖିସହ ଆଖିକୁ

ମିଳାଇ

ଦେଖିପାରିଲିନି

କହିପାରିଲିନି

ତୁମ ପରି କହିଜଣେ

ମୋର ପ୍ରିୟ ନୁହଁ।।

ଶେଷ ବସନ୍ତ 

ଶେଷରେ

ଶେଷ ହୁଏ ନାହିଁ ଜମା

ଅପେକ୍ଷା ଶେଷର

ଏଯାଏ ରହିଛି ଚାହିଁ

କହିବାର ପାଇଁ

ଯାହା ମୁଁ ଏବେ ଯାଏ ପାରିନାହିଁ କହି ।


Rate this content
Log in

Similar oriya poem from Romance