Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Samar Ballav Bhoi

Romance Tragedy

3  

Samar Ballav Bhoi

Romance Tragedy

କେଉଁଠାରେ ପ୍ରିୟା ତୁମେ

କେଉଁଠାରେ ପ୍ରିୟା ତୁମେ

1 min
207



ନୁହଁ ତୁମେ ସୂର୍ଯ୍ୟଙ୍କ ରକ୍ତିମ କିରଣ

ନାହିଁ ଅବା ଜହ୍ନର ଜ୍ୟୋତ୍ସ୍ନା

ନା ତୁମେ ମଧୁପର ମଧୁଗୁଂଜନ

ତୁମେ ବି ନୁହଁ ପୁଷ୍ପରାଜ ଗୋଲାପ

ନା ତୁମେ ବସନ୍ତର ମୃଦୁ ମଳୟ

ତୁମେ ବି ନୁହଁ କୋକିଳର କୁହୁ କୁହୁ ତାନ

ନା ତୁମେ କବିର ଶବ୍ଦ ପାଖୁଡା

ତୁମେ ବି ନୁହଁ ଭାବନାର ସହର

ନା ତୁମେ ଲେଖନୀର ପ୍ରତିଟି ଧାର

କେଉଁଠାରେ ତୁମେ.............?

ତୁମ ବିଚ୍ଛେଦରେ ହୃଦୟଟା ମୋର

ଶୂନ୍ୟ ଆକାଶ ପରି...

କହିକି ପାରେ ତୁମକୁ " ମୁଁ" ପ୍ରିୟା

ତୁମେ ଅଟ ହୃଦୟର ପ୍ରତିଟି "ସ୍ପନ୍ଦନ"!!



Rate this content
Log in