Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Mohanty

Inspirational

2  

Pramila Mohanty

Inspirational

କେମିତି କହିବି କହ

କେମିତି କହିବି କହ

1 min
107



କେମିତି କହିବି ମୋର

ଅନ୍ତର ବେଦନା ମୋ

ମନର ଶୋକ ସନ୍ତାପିତ

କୋହର ଯନ୍ତ୍ରଣା

ମନରେ ସାଇତି ରଖିଛି

ଅନେକ ସ୍ମୃତି ର ପଦଚିହ୍ନ

ଅସରନ୍ତି ପୁଲକ ଭରା 

  ଜୋଛନା

ସେଇ ଜହ୍ନରାତିରେ ରୂପା

  ଜହ୍ନର ମୂର୍ଛନା

ଫରୁଣର ଅବିର ବୋଳା

     ଉନ୍ମାଦନା

ମୁଁ ଯେ ତୁମରି ମଧୁଛନ୍ଦା

କେମିତି କହବି ତୁମକୁ

ନସ୍ଫୁରିତ ଆଜି ମୋ ଦେବନା

କାଳେ ମଉଳା ପଡିବ

କହିବାକୁ ଇଚ୍ଛା ହୁଏନା

ବୁଝି ଯାଅ ଥରେ ବିରହୀଣି

ଝୁରେ ଆଉ ଅଵୁଝା ହୁଅନା।



Rate this content
Log in