Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ସତ୍ୟ ବେହେରା

Drama

2  

ସତ୍ୟ ବେହେରା

Drama

କେବଳ ତୁମରି ପାଇଁ

କେବଳ ତୁମରି ପାଇଁ

1 min
175


ମୁଁ ଏକ ଅସଜଡ଼ା ଫୁଲ 

ନାହିଁ ମୋ ଜୀବନର ମୂଲ୍ୟ l

ଗୋଟିଏ ବଗିଚାରୁ

ଆଉ ଗୋଟେ ଉପବନକୁ

ମୁଁ ସ୍ଥାନାନ୍ତରିତ, 

ଯୋଉଠି ପ୍ରେମର ଉପସ୍ଥିତି

ଆଉ ବସନ୍ତ ର ସମ୍ଭାବନା ଅଳ୍ପ

ତଥାପି ମୁଁ ବଞ୍ଚିଛି କେବଳ ତୁମରି ପାଇଁ l



Rate this content
Log in

More oriya poem from ସତ୍ୟ ବେହେରା

Similar oriya poem from Drama