Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Das

Classics

3  

Sanatan Das

Classics

କବିତା ଚାଷ

କବିତା ଚାଷ

1 min
307


ଆଜି କାଇଁ ଇଚ୍ଛା ହେଲା ପୁଣି ଥରେ

ସକାଳୁ ଟିକେ କବିତା ଚାଷ କରିବାକୁ,

ସାଦା କାଗଜର କ୍ଷେତ ଉପରେ

କଲମ ର ଲଙ୍ଗଳ ଚଳେଇବା କୁ,

କାଳି (ସ୍ୟାହୀ) ର ମଞ୍ଜି ବୁଣିବାକୁ..!!


ଭାବନା ର ସାର ଖତ ପିଡ଼ିଆ ଟିକେ ମିଶାଇବାକୁ,

କଳ୍ପନାର ଜଳରେ ଟିକେ ସିଞ୍ଚନ କରିବାକୁ,

ମୋର ଚେଷ୍ଟା ଆଉ ଆଉ ଆପଣ ମାନଙ୍କର ମତାମତ ର ସୂର୍ଯ୍ୟ ଆଲୋକର ସାହାଯ୍ୟରେ,


କବିତା ର ଚାରା ଗଛଟି ସଫଳତା ସହ ଦୂନିଆକୁ ଦେଖିବା ର ପ୍ରଚେଷ୍ଟାରେ ଫଳବତୀ ହେଉ।।।


Rate this content
Log in

Similar oriya poem from Classics