Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Others

2  

Durjyodhan Barik

Others

କବିତା ବନିତା ଲତା

କବିତା ବନିତା ଲତା

1 min
234



କବି ଓ କବିତା ପ୍ରେମି ଓ ପ୍ରେମିକା

ଜେହ୍ନେ ବନେ ବୃକ୍ଷ ଲତା,

ବୃକ୍ଷ ବିନା ଲତା ବଞ୍ଚି ପାରେନାହିଁ

କବି ର ବିନା କବିତା ।

ଲମ୍ବି ଥାଏ ଏହା ଲତା ପରି ହୋଇ

ହିସାବ ତାହାର ନାହିଁ,

ପ୍ରେମିକ ର ମନ ଜେହ୍ନେ ଧାଇଁ ଥାଏ

ପ୍ରେମର ପରଶ ପାଇଁଁ ।


କବି ର ଭାବନା କବିତା ରଚନା

ଲମ୍ବୁ ଥାଏ ବହୁ ଦୂର,

ଲମ୍ବୀଥାଏ ଏହା ଲତା ପ୍ରାୟ ହୋଇ

ହିସାବ ନାହିଁ ତାହାର l

ଲତା ଯାଇଥାଏ ଆଗକୁ ପ୍ରସରି

ଝିଅର ମନ ଚହଲି,

ଯୌବନର ସୁଅ ଆଗକୁ ପ୍ରସରେ

ନିଜ ଇଛା ଯହିଁ ଖାଲି l

କବିର କବିତା ଶେଷ ହୁଏ ନାହିଁ 

ଲମ୍ବୀଥାଏ ଲତା ପରି

କବିତା ବନିତା ଲତା ଏକା ପରି

ଗୋଟିଏ ଭାବର ଡୋରି l

ଗୋଟିଏ ଭାବର ଡୋରି ।।


    


Rate this content
Log in