Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics

3  

Suchitra Parida

Classics

କାଳିଆରେ

କାଳିଆରେ

1 min
282


କାଳିଆରେ ତୁ ଖୁସିରେ ଥାଆ

ଶିରି ମନ୍ଦିରରେ ରତ୍ନସିଂହାସନେ

ଭାଇ ଭଉଣୀ ସଙ୍ଗତେ

ମଉନରେ ସବୁ ଦେଖୁ ଥାଆ

କାଳିଆରେ ।


ତୋ କଳା ବଦନ ଆହା କିସୁନ୍ଦର

ଜଗତେ ତ ଦେଖି ନାହିଁ

ଭୋକ ଶୋଷ ମୋରଦୂରହୋଇଯାଏ

ତୁହିରେମୋହର ସହା

କାଳିଆରେ ।


ମୋ କୋଳକୁ ଯଦି ଆସନ୍ତୁ କାଳିଆ

ସର ଲବଣୀଖୁଆନ୍ତି

ତୋ ଗଣ୍ଡଦେଶରେ ଚୁମ୍ଵନ ଦେଇରେ

ଆନନ୍ଦ ଦିନ ସରନ୍ତା

କାଳିଆରେ ।


ସତେ କି ମୋ ଆଶା ପୂରଣ କରିଵୁ

ଧନ୍ୟହୋଇବ ଏ ଜୀବନ

ଅନନ୍ତ ଜନ୍ମର ପୁଣ୍ୟଫଳମୋର

ମୁକତି ପଥ ମିଳନ୍ତା

କାଳିଆରେ ।


Rate this content
Log in

Similar oriya poem from Classics