Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Classics

4  

Akshayakumar Dash

Action Classics

କାଲିଆ

କାଲିଆ

1 min
345



ପଥରେ ରଥରେ ଗତରେ କାଳିଆ,

ବଳିଆ ଭଉଣୀ ସହ,

ମାଉସୀ ପରସା ସରସା ଲାଳସା

ଛଳନା ନୁହେଁକି କହ?

ତୋର ଶ୍ରୀମନ୍ଦିର ମହା ପରସାଦ

ବେସର, ରାଇତା, ଡାଲି,

ଲକ୍ଷ୍ମୀ ସାଆନ୍ତାଣୀ ଅନେଇ ବସନ୍ତି 

କେଭୁଞ୍ଜିବ ଗଲେ ଚାଲି ?

ସପୁରୀ ପଣସ ଜାମୁ କୋଳି ତୋଳି

ଖାଇବାକୁ ଏତେ ମନ,

 ଅରୁଚି ଧରିଛି ବୋଲୁଛୁ ବନେଇ 

ବୁଲିବୁ ଗୁଣ୍ଡିଚା ବନ ।

ବାହାନା ଛଳନା କରନା କାଳିଆ

କିମ୍ପାଇଁ ଆଇଲୁ ଧାଇଁ,

 ଭାବ ଦଉଡିରେ ଭିଡି ଧରିବାକୁ

 ତୋଲୀଳା ଭକତ ପାଇଁ।।


Rate this content
Log in