Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Inspirational

3  

Sunanda Mohanty

Abstract Drama Inspirational

କାହିଁକି ବାନ୍ଧିବା ରାକ୍ଷୀ

କାହିଁକି ବାନ୍ଧିବା ରାକ୍ଷୀ

1 min
144


ରାକ୍ଷୀ, ପରିପୂର୍ଣ୍ଣତାର ସାକ୍ଷୀ

ରାକ୍ଷୀ ପୁଣ୍ୟତୋୟା ନିରୀମାଖି

ରାକ୍ଷୀ ଅସରନ୍ତି ସ୍ନେହ ଶ୍ରଦ୍ଧା ପକ୍ଷୀ

ରାକ୍ଷୀ ସୁନା ଗଉଣୀର ପର ଲାଖି

ତା ଭିତରେ ଜହ୍ନମାମୁଁ ମାରେ ଆଖି

ସେପାଇଁ ପିନ୍ଧିବା ରାକ୍ଷୀ

ରାକ୍ଷୀ, ସମ୍ମାନର ଉପହାର ଦେଖି

ରାକ୍ଷୀ, ମନେପକାଇ ସ୍ମୃତି ସରହଦ ସାକ୍ଷୀ

ରାକ୍ଷୀ , ଭାଈ ଭଉଣୀ ଭିତର ସ୍ନେହ ଡୋରି

ଭାଈ ପରି ଗଛ ପାହାଡ ପର୍ବତ ଦେଖି

ତାଙ୍କୁ ରାକ୍ଷୀ ହରେ ବାନ୍ଧିବା ଉଚିତ ରାକ୍ଷୀ

ଗାଇ ଆମ ମାଆ ହେଉଥାଏ ସାହା

ସବୁ ପଶୁ ପକ୍ଷୀ ମଣିଷର ପାଖାପାଖି

ତାଙ୍କ ବିଶ୍ଵାସରେ ଭରିବାକୁ ଅମୃତ ମାଖି

ପିନ୍ଧେଇବା ଆମେ ସଭିଙ୍କୁ ଗୋଟିଏ ରାକ୍ଷୀ

କର୍ମ ସଚେତନା ରକ୍ଷାକର୍ତ୍ତା ଭାବନା ଉଠୁ ଜାଗି

ସେପାଇଁ ପିନ୍ଧାଇ ରାକ୍ଷୀ ଆର୍ଶୀବାଦ ମାଗି

ସଂସାରେ ସାହା ଆହା ରାହା ମାଗିବାକୁ

ପିନ୍ଧି ପିନ୍ଧେଇବା ଚିକମିକ୍ ମାନମତାଣିଆ ରାକ୍ଷୀ

ସର୍ବ ଦେବତା ଦେବୀଙ୍କୁ ପିନ୍ଧାଇ ରାକ୍ଷୀ

ଦେଶର ରକ୍ଷାରେ ହୁଅନ୍ତୁ ସାହା ରଖି ଆଖି

ଭାବ ବନ୍ଧନ ଓ ଚୁଆ ଚନ୍ଦନ ସାକ୍ଷୀ ।


Rate this content
Log in

Similar oriya poem from Abstract