Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ଜ୍ୟୋତ୍ସ୍ନା ଭିଜା ରାତି

ଜ୍ୟୋତ୍ସ୍ନା ଭିଜା ରାତି

1 min
142



    

ଜ୍ୟୋତ୍ସ୍ନା ଭିଜା ରାତି ଏକା ଏକା ଲାଗେ ।

ନିଃସଙ୍ଗ ଏ ଉପବନ ।

ଫୁଲେଇ ଜହ୍ନଟା ଦେଖି ଲୁଚିଯାଏ ।

 ମଥା ପିଟେ ସମୀରଣ ।

ଫେରିଆ ପ୍ରିୟା ମୋ...

ତୋତେ ମୋ ରାଣ (୦)

ଏଇ ଜହ୍ନ ଦିନେ କିଣିଥିଲା ମନ ।

ବାନ୍ଧି ଦେଇଥିଲା ପ୍ରେମର ବନ୍ଧନ ।

ନିରବ ସମୟ ଯାଇଥିଲା ବିତି।

ଅଭୁଲା ସାଇତା ବିଗତର ସ୍ମୃତି । 

ସେଇ ଦୁର ଜହ୍ନ-

ମୂକ ସାକ୍ଷୀ ଆମ-

ଆଙ୍କି ପ୍ରୀତି ପାଦ ଚିହ୍ନ (୧)

ଛୁଉଁଥିଲା ଦେହ ବାଉଳା ପବନ ।

ଅଜଣା କମ୍ପନେ ଭରା ଶୀହରଣ ।

ଜଳୁଥିଲା ପ୍ରାଣ ଅଦେଖା ନିଆଁରେ ।

ଲାଜ ଥିଲା ତହା ଖୋଲି କହିବାରେ।

ଅକୁହା ରହିଲା-

ଅତୀତେ ହଜିଲା-



Rate this content
Log in

Similar oriya poem from Romance