The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sunanda Mohanty

Drama Inspirational

2  

Sunanda Mohanty

Drama Inspirational

ଜୟ ଜନନୀ

ଜୟ ଜନନୀ

1 min
215


କରୋନା ଆଣିଛି କେତେ କଥା 

ଛନ୍ଦହୀନ ଜୀବନରେ ଏତେ ବ୍ୟଥା 

କଇଁଚି କାକୁଡି ପିତା ଲଳିତା

ବାବୁନି ହେବ ଜଗତ ଜିତା 

ଦାଦନ କୁ ଜୀବନାହିଁ ମାନି ମୋ କଥା 

ସୁବିସ୍ତୃତ ଜମି ଡାକେ ଆସ ମୋ ସୁତସୁତା 

ପୂରୁବ ଗୌରବ ପୂରୁବ ମହିମା ଫେରେଇବା 

ହୋଇ କରୋନା ଯୋଦ୍ଧା ହେବା ଜଗତଜିତା 

କହିବେ ଲୋକେ କିଏ ତା ମାତା 

ଜୟ ଜଗତ ଜନନୀ ଭାରତମାତା ।


Rate this content
Log in

More oriya poem from Sunanda Mohanty

Similar oriya poem from Drama