Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଜୀବନ୍ତ ମନୋଭାବ

ଜୀବନ୍ତ ମନୋଭାବ

1 min
152


ଆନନକୁ ସାକାର କରନ୍ତି ଦୁଇ ନୟନ,

ଆଖି ଦେଖାନ୍ତି ନାନା ରୂପର ସପନ,

କରାନ୍ତି କେତେ ପ୍ରଦେଶର ସନ୍ଦର୍ଶନ,

ଜୀବନ୍ତ ମନୋଭାବର କରାନ୍ତି ପ୍ରଦର୍ଶନ |୧|


ନିକାଞ୍ଚିତ ମାନସରେ ଆସନ୍ତି ଭିନ୍ନ ଭିନ୍ନ ଅଭିନ୍ନ ଭାବନା,

ଆହତ ମନରେ ଆସନ୍ତି ଅନେକ ଅବ୍ୟକ୍ତ ମର୍ମବେଦନା,

ଅଭିନବ ଅନୁଭବରୁ ଆବିର୍ଭାବ ହୁଏ ଚିନ୍ତନୀୟ ଚେତନା,

ଯଥାର୍ଥ ଦ୍ୱାରା ଯାବଜ୍ଜୀବନ ରହିବ ସମୁଚିତ ସମାଲୋଚନା ।୨।



Rate this content
Log in

Similar oriya poem from Abstract