STORYMIRROR

KSHIRADRI SAHU

Inspirational

3  

KSHIRADRI SAHU

Inspirational

ଜୀବନର ଲକ୍ଷ୍ୟ

ଜୀବନର ଲକ୍ଷ୍ୟ

1 min
183



ଜୀବନର ଲକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ 

ଲକ୍ଷ୍ୟବିନା ଜୀବନ ଅସମ୍ପୂର୍ଣ୍ଣ ।


ଲକ୍ଷ୍ୟ ରଖି ଜୀବନେ ଆଗକୁ ଯିବା 

ଜୀବନେ ନିଶ୍ଚୟ କୃତିତ୍ୱ ହେବା ।


ପୂର୍ଣ୍ଣ ପରିଶ୍ରମେ ହୁଏ କାର୍ଯ୍ୟସିଦ୍ଧି 

ବିଫଳତା ହିଁ ସଫଳତା ଚାବିକାଠି।


ବିଦ୍ୟାର୍ଥୀ ଜୀବନ ସବୁଠୁ ସୁଗମ 

ବିଦ୍ୟା ଅର୍ଜନର ଶ୍ରେଷ୍ଠ ମାଧ୍ୟମ।


ଗୁରୁ ଗଢିଥାଏ ଶିଷ୍ୟର ଲକ୍ଷ୍ୟ 

ଜୀବନ ପଥର ମହତ୍ ଉଦ୍ଦେଶ୍ୟ।


ଗୁରୁଙ୍କ ଆଦେଶ ସଦା ମାନିବା 

ତାଙ୍କ ଉପଦେଶେ ଆଗକୁ ଯିବା।


ଜୀବନେ ଆମେ ଲକ୍ଷ୍ୟ ରଖିବା 

ଜୀବନକୁ ନିଶ୍ଚେ ସାର୍ଥକ କରିବା l


  


Rate this content
Log in

Similar oriya poem from Inspirational