Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରିୟଦର୍ଶିନୀ ମହାନ୍ତି

Tragedy Others

2  

ପ୍ରିୟଦର୍ଶିନୀ ମହାନ୍ତି

Tragedy Others

ଜୀବନ

ଜୀବନ

1 min
109


ଏ ଜୀବନଟା କଣ

କହିଦେଲେ ଗପ

ଗାଇଦେଲେ କବିତା

ଆଉ ଚୁପ ରହିଲେ ନୀରବତା....


ଏଠି ସମସ୍ତଙ୍କର କାହାଣୀ ଅଛି

କହିବ କାହାକୁ

ଆଉ ଶୁଣିବ ବା କିଏ...


ଶୁଣିବାକୁ ତ ଆପଣାର କିଏ ଜଣେ ଲୋଡ଼ା

ଶୁଣି ଶୁଣି ଖାଲି "ହୁଁ" ଟି ମାରୁନଥିବ

ସାଉଁଟି ନେଉଥିବ ସବୁ ଦୁଃଖ ଅବଶୋଷ


ଶୁଣିଥିଲି ମନର ଲୋକ ମନ କଥା ପଢିପାରେ,

ପଢିବା ପାଇଁ କାଳେ ଅଦୃଶ୍ୟ ଆଖି ଲୋଡ଼ା

ଯଦି ପଢି ହୁଅନ୍ତା ମନର କଥା

ତେବେ କଣ ଅକାରଣେ ଆଖି ଲୁହ ଓଠ ପିଅନ୍ତା..



Rate this content
Log in

Similar oriya poem from Tragedy