Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Inspirational Children

4.0  

Pranati Mahapatra

Inspirational Children

ଜୀବନ

ଜୀବନ

1 min
207



ଅତି ଯତନରେ ରୋପଣ କରିବା

ଧରାପୃଷ୍ଠରେ ବୃକ୍ଷ ଟିିଏ,

ସବୁଜିମା ଭରା ବୃକ୍ଷ ପାଇଁ ହେବ

ସ୍ଵଚ୍ଛ ପରିବେଶ ଇଏ।


ବିଶ୍ୱ ତାପ ନିୟନ୍ତ୍ରଣ ଯେ କରିବ 

ସ୍ଵଚ୍ଛ ବାୟୁ ଭରିଦେବ,

ପ୍ରଶ୍ଵାସରେ ଅମ୍ଲଜାନ ପାଇଁ ନିଶ୍ଚେ

ସୁସ୍ଥେ ଦିନ ବିତାଇବ।


ଜଗତେ ନିଜକୁ ନିଜେ ଭଲପାଇ

ଆନକୁ ଦୃଷ୍ଟି ନ ଦେଲେ,

ପରଷ୍ପର ପରିପୂରକ ଜଗତେ

ଏକଥା ନ ଭୁଲ ତିଳେ।


ବୃକ୍ଷ ପାଇଁ ଜଳ,ବାୟୁ ଫଳମୂଳ

ବୃକ୍ଷ ହିଁ ଆମ ଜୀବନ,

ଛେଦନ ନ କରି ରୋପଣ କରିଲେ

ସୁଖେ ବିତାଇବା ଦିନ।





Rate this content
Log in