Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Abstract

3  

Suresh chandra Padhy

Abstract

ଜୀବନ ସଂଘର୍ଷ

ଜୀବନ ସଂଘର୍ଷ

1 min
120



ଜୀବନ ତ ଏକ ସଂଘର୍ଷ ଭୁଲିବା ନାହିଁ

ଆସ ସୁଖ ବାଣ୍ଟିବା ଦୁଃଖକୁ ସହିବା ଭାଇ

ଯେତେ ଦିନ ପାରିବା ସବୁ ସହିଯିବା

ଅନ୍ୟାୟ ଅତ୍ୟାଚାର ବଢ଼ିଲେ ମୁହଁ ଆମେ ଖୋଲି କହିବା

ଦୁଷ୍ଟ ଠାରୁ ନିଜକୁ ଦୂରେଇ ରଖିବା

ସବୁ କଳି କଜିଆ ଠାରୁ ଆମେ ଅଲଗା ହେବା

ପେଟ ପାଇଁ ଜୀବନରେ ସଂଘର୍ଷ କରିବା

ଅଧର୍ମ ଠାରୁ ଦୂର ହୋଇ ଧର୍ମରେ ଚାଲିବା

କେବେ ଆମେ କାହାକୁ ଭୟ କରିବା ନାହିଁ

ଆମେ ବୀର ଆମେ କର୍ମ ଯୋଗି ହୋଇବା ଭାଇ

ସବୁ ସମୟକୁ ଦେଖି ଆଗକୁ ବଢିବା

ନିଜକୁ କେବେ ଦୁର୍ବଳ ନ ଭାବିବା

ଆମ ପାଇଁ ସାହା ହେବେ କଳାଠାକୁର

କେହି କିଛି କ୍ଷତି କରି ନ ପାରିବ ଆମର

ସବୁ କାମକୁ ସାହସ କରି ଆମେ କରିବା

ନିଜ ପରିଶ୍ରମ ଆମକୁ ସଫଳ କରିବ ଜାଣିବା

ଜୀବନ ଆମର ଈଶ୍ୱରଙ୍କ ବରଦାନ

ସଂଘର୍ଷ କରି ଆଗକୁ ଯିବା ଜିଇଁବା ଯେତେଦିନ ।


Rate this content
Log in

Similar oriya poem from Abstract