Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Mr.GAGAN BIHARI NAYAK

Romance Classics Fantasy


3  

Mr.GAGAN BIHARI NAYAK

Romance Classics Fantasy


ଜୀବନ ସାଥୀ

ଜୀବନ ସାଥୀ

1 min 163 1 min 163

ମରୂଭୂମି ନୀଳତୃଷ୍ଣା 

ସାଗରର ମୋତି

ସୁନାଝରା ଗୋଧୂଳି ତୁ

ରୂପା ଝରା ରାତି

କେମିତି ଭୁଲିବି ତୋତେ 

ତୁ'ଜୀବନ ସାଥୀ ।


ଶ୍ରାବଣୀ ହୋଇ ତୁ ନାଚୁ

ମୁର୍ଚ୍ଛନା ସଂଗୀତେ

ମଧୂ ଜ୍ୟୋସ୍ନା ଝରାଉ ତୁ 

ନିଦଭରା ରାତେ

ଭଙ୍ଗାମନ ବୀଣାରେ ତୁ

ବିରହର ଗୀତି

ସେ ଗୀତରେ ଲେଖା ଯେତେ 

ଲୁହ ଭିଜା ସ୍ମୃତି ।


କେବେ ଆସୁ ଲୁଚି ଲୁଚି 

ହାତେ ଧରି ଫୁଲ

କେବେ ଦେଉ ଶ୍ରଦ୍ଧାଞ୍ଜଳି

ପାଇ ବେଶି ଭଲ

ରାତିର ତୁ' କାଳିମାଟେ

ଲୁଚେଇ ତୋ ମୁହଁ

ଛୁଇଁ ଦେଇ ଚାଲିଯାଉ

ଶୋଇ ଗଲେ ରାତି ।


Rate this content
Log in

More oriya poem from Mr.GAGAN BIHARI NAYAK

Similar oriya poem from Romance