Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Others

4.5  

Papu parida

Others

ଜୀବନ ମୃତ୍ୟୁ

ଜୀବନ ମୃତ୍ୟୁ

1 min
217


ଶକ୍ତି ଜୀବନ ଅଟେ ଦୁର୍ବଳତା ମୃତ୍ୟୁ

ପ୍ରସାରଣ ଜୀବନ ଅଟେ ସଙ୍କୋଚନ ମୃତ୍ୟୁ


 ପ୍ରେମ ଜୀବନ ଅଟେ ଛଳନା ମୃତ୍ୟୁ

ସାହସ ଜୀବନ ଅଟେ ସଂଶୟ ମୃତ୍ୟୁ


ସ୍ୱାଭିମାନ ଜୀବନ ଅଟେ ଅଭିମାନ ମୃତ୍ୟୁ

ବିଶ୍ୱାସ ଜୀବନ ଅଟେ ଅବିଶ୍ୱାସ ମୃତ୍ୟୁ


କରୁଣା ଜୀବନ ଅଟେ କଠୋରତା ମୃତ୍ୟୁ

ସେବା ଜୀବନ ଅଟେ ସ୍ୱାର୍ଥ ମୃତ୍ୟୁ


ଦାନ ଜୀବନ ଅଟେ ଲୋଭ ମୃତ୍ୟ

ସତ୍ୟ ଜୀବନ ଅଟେ ମିଥ୍ୟା ମୃତ୍ୟୁ


ହାସ୍ୟ ଜୀବନ ଅଟେ କ୍ରୋଧ ମୃତ୍ୟୁ

ସଂସ୍କାର ଜୀବନ ଅଟେ କୁସଂସ୍କାର ମୃତ୍ୟୁ


ମିତ୍ରତା ଜୀବନ ଅଟେ ଶତ୍ରୁତା ମୃତ୍ୟୁ

ସଂକଳ୍ପ ଜୀବନ ଅଟେ ସଙ୍କୋଚ ମୃତ୍ୟୁ


 ନିର୍ଭୟତା ଜୀବନ ଅଟେ ଭୟ ମୃତ୍ୟୁ

ପ୍ରାଣଦାନ ଜୀବନ ଅଟେ ପଳାୟନ ମୃତ୍ୟୁ



Rate this content
Log in