Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Geeta Sarangi

Inspirational


3  

Geeta Sarangi

Inspirational


ଜୀବନ ଗୀତା-୪୧୮

ଜୀବନ ଗୀତା-୪୧୮

1 min 300 1 min 300

ଜୀବନ ଅଟଇ ଚିତ୍ର

ଆମେସବୁ ଚିତ୍ରକର

ଭିନ୍ନ ରଂଗରେ ରଂଗାଉ

ସିନା ତାକୁ ପ୍ରତିଥର ॥୦॥

କେତେ ରଂଗ କେତେ ରୂପ

ଜୀବନ ପାଏ

ଅଲଗା ଅଲଗା କେତେ

କାହାଣୀ କହେ

ପରୀ କାହାଣୀ ଶୁଣାଉ

କି ବୁଢୀ ଅସୁରୁଣୀର ॥୧॥

ଯେତେ ବ୍ୟଥା ସେତେ କଥା

ଜୀବନ ଲେଖେ

ସମୟ ତ କେତେବାଗେ

ତାକୁ ପରଖେ

ମହାକାଳ ଅଟେ ଏକା

ଜୀବନର ସୂତ୍ରଧର ॥୨॥


Rate this content
Log in

More oriya poem from Geeta Sarangi

Similar oriya poem from Inspirational