Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୧୮

ଜୀବନ ଗୀତା-୪୧୮

1 min
320


ଜୀବନ ଅଟଇ ଚିତ୍ର

ଆମେସବୁ ଚିତ୍ରକର

ଭିନ୍ନ ରଂଗରେ ରଂଗାଉ

ସିନା ତାକୁ ପ୍ରତିଥର ॥୦॥

କେତେ ରଂଗ କେତେ ରୂପ

ଜୀବନ ପାଏ

ଅଲଗା ଅଲଗା କେତେ

କାହାଣୀ କହେ

ପରୀ କାହାଣୀ ଶୁଣାଉ

କି ବୁଢୀ ଅସୁରୁଣୀର ॥୧॥

ଯେତେ ବ୍ୟଥା ସେତେ କଥା

ଜୀବନ ଲେଖେ

ସମୟ ତ କେତେବାଗେ

ତାକୁ ପରଖେ

ମହାକାଳ ଅଟେ ଏକା

ଜୀବନର ସୂତ୍ରଧର ॥୨॥


Rate this content
Log in

Similar oriya poem from Inspirational