Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୪

ଜୀବନ ଗୀତା-୨୯୪

1 min
300


ଜୀବନ ଦେଖିଛି କେତେ

ପାରଦ ତରଳ ମନ

କେତେପୁଣି ଦେଖିଅଛି

ପଥର ପରି କଠିନ ॥୦॥

ପାରଦ ତରଳ ହୃଦୟରେ ସିନା

ବଢୁଥାଏ ପ୍ରେମପ୍ରଣୟ

ପଥର କଠିନ ହୃଦୟତ ଖାଲି

ପ୍ରେମହୀନ ଅତି ନିର୍ଦ୍ଦୟ

ଜୀବନ ଦେଖିଛି କେତେ

ପୀରତି ବିହୀନ ପ୍ରାଣ ॥୧॥

ଗୋପନ କାମନା ଅନ୍ତରରେ ଭରି

ଉପରେ କରିଥାନ୍ତି ପ୍ରେମ

କଅଁଳ କଥାରେ ହୃଦୟକୁ କିଣି

ପ୍ରେମକୁ କରନ୍ତି ନିଲାମ

ଜୀବନ ଦେଖିଛି କେତେ

ପାପପ୍ରଣୟ ମିଳନ ॥୨॥




Rate this content
Log in

Similar oriya poem from Inspirational