Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଜି ଟ୍ୱେଣ୍ଟି

ଜି ଟ୍ୱେଣ୍ଟି

1 min
181


ପଞ୍ଚାବନ ଦେଶର ଶହେଏକୋଇଶ

ପ୍ରତିନିଧିଙ୍କ ଆଶା ଭରସା ପ୍ରତ୍ୟାଶା

ଭାରତର ତ୍ରିରଙ୍ଗା ଉପରେ ବିଶ୍ୱାସ

ଜୟ ହୋ ମୂଳମନ୍ତ୍ରେ ହେବ ବିକାଶ

ଦାରିଦ୍ର୍ୟ ଦୂରୀକରଣ ପ୍ରଥମ ପଦକ୍ଷେପ

ଦ୍ୱିତୀୟରେ ନାରୀ ସ୍ୱାଧୀନତା

ସନ୍ତ୍ରାସ ଆତଙ୍କ ରହିବନି ଆଉ

ପ୍ରାକୃତିକ ବିପର୍ଯ୍ୟୟର ରହିତାଦେଶ

ନିଜ ଭିତରେ ଜାଗୃତିକ ଚେତନାର ମନ୍ତ୍ର

ସ୍ୱାର୍ଥ ଓ ସର୍ତ୍ତ ଉର୍ଦ୍ଧରେ ସମସ୍ତେ ମିଳିତ

ଅନ୍ୟ ଦେଶର ଆଭ୍ୟନ୍ତରୀଣ ହସ୍ତକ୍ଷେପ

ଅନ୍ତର୍ଦେଶୀୟ ସମର ରହିତ

ବିକାଶର ମୂଳ ମନ୍ତ୍ର ତନ୍ତ୍ର ଆଉ ଯନ୍ତ୍ର

ଆଜି ପାଇଁ ନୁହେଁ କାଲି ପାଇଁ ନୁହେଁ

ଥିଲା ଯାଏଁ ସଭିଙ୍କ ହାତରେ ହସ୍ତ ମିଳିତ

ଗଣତାନ୍ତ୍ରିକ ମୂଳଦୁଆ ଆଜି ଲଗାଇଛି ଭାରତଛ

ସବୁ ଦେଶ ଯଦି ଏକାଠି ହବେ ଗଣତନ୍ତ୍ର ମଜଭୂତ

ଅର୍ଥନୈତିକ କ୍ଷେତ୍ରରେ ସୁଧାର ପରିଲକ୍ଷିତ

ବିକାଶ କ୍ଷେତ୍ରରେ ବାଧା ପ୍ରତିବନ୍ଧକ କାଟି

ଆଶୁ ବିପଦରେ ମୁକାବିଲା ପାଇଁ

ହସ୍ତରେ ମିଶାଇ ହସ୍ତ ଆଗେ ଆଗେ ଭାରତ ।


Rate this content
Log in