Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Classics

3  

Prabhanjana Tripathy

Classics

ଝୁପୁଡି

ଝୁପୁଡି

1 min
338


କଷ୍ଟ ଯାହାର ଜନ୍ମ ଲକ୍ଷଣ,

ମାଣ୍ଡିଆ ପେଜ କରେ ଭକ୍ଷଣ,

ଶକ୍ତି ଉନ୍ନତ ,କର୍ମପରାୟଣ,

ଆମେ କରାପୁଟି ଦେଶିଆ ଜାଣ


କୁକୁଡ଼ା ଡାକନୁ ଉଟିକରି ଆମେ,

ଯିବୁରେ ଖମନେ ଚାଲି,,

ଗୋରୁଗାଈ ଆମର ମାପୁରୁ ପରା,

ଖମନେ ଆମର ଟୋଲି,


ମାଇପି ,ଅଣ୍ଡିରା ଏକ ସମାନ,

କଷ୍ଟ ପଡିବା ଆମ ଜୀବନ,

ମନରେ ନାହିଁ କପଟ,,,

ମାଟି କୁ ତାଡିବୁ, ପଥର ଖୋଲିବୁ,

ତେବେ ଯାଇ ପୋଷୁ ପେଟ


ଦୁକ୍ ସୁକ୍ ଆମର ଗୋଟେ ସମାନ,

କୁପୁଲି,ଖମନ ଆମର ଜୀବନ,

ଝୁପୁଡି କୁଡ଼ିଆ ଘର,,,

ମହୁଲି,ଚାଉଲି ,ସଙ୍ଗାତ୍ ଆମର,

କାରିକେ ନାଈଁ ଡ଼ର,


Rate this content
Log in

Similar oriya poem from Classics