Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Malik

Romance Classics Fantasy

4.0  

Subrat Malik

Romance Classics Fantasy

ଜହ୍ନର ଠିକଣା

ଜହ୍ନର ଠିକଣା

1 min
176


ଖୋଜୁଛି ଆଜି ମୁଁ ଜହ୍ନର ଠିକଣା

ପ୍ରିୟା ମୋ ରହିବ ବୋଲି,

କଥା ଦେଇଥିଲି ମଥା ଛୁଇଁ ତାର

କରିଥିଲା ବୋଲି ଅଳି ।।

ତାରାଙ୍କ ଗହଣେ ଖେଳିବ ସେ ନିତି

ଯେବେ ହୋଇଯିବ ରାତି,

ବାଦଲ ଘୋଟିଲେ ଶୋଇଯିବ ସିଏ

ଛାତିରେ ମୋ ମଥା ପାତି ।।

ଦେହେ ଶିହରଣ ହୃଦୟ ସ୍ପନ୍ଦନ

ବଢିଯିବ ଧୀରେ ଧୀରେ,

ଦୁଇ ଦେହ ମନ ଏକ ହୋଇଯିବ

ପ୍ରୀତିର ବରଷା ଧାରେ ।।



Rate this content
Log in

Similar oriya poem from Romance