Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Liza Senapati

Abstract


2  

Liza Senapati

Abstract


ଜହ୍ନର ଠିକଣା

ଜହ୍ନର ଠିକଣା

1 min 166 1 min 166

ଜୀବନ ଏକ ଅନିଶ୍ଚିତ ପଥ,

କେତେବେଳେ

ମୃତ୍ୟୁ କରେ କବାଟ ଠକ ଠକ..

ନୀଳ ଆକାଶର ନିରିମାଖି ଜହ୍ନ।

କଳକିଂ ଭରା ସ୍ୱପ୍ନ ଟିଏ ପରି।

କିଏ ଜାଣିଚି ତା ଠିକଣା

ପାଣିରେ ତା ଛାଇ,

ଅଦ୍ଧାରରେ ତା ଆଲୁଅ,

କେବେ ସେ ଜହ୍ନ ରାତି,

କେବେ ପୁଣ୍ଣିମା ତିଥି ।


Rate this content
Log in

More oriya poem from Liza Senapati

Similar oriya poem from Abstract