ଜହ୍ନର ଠିକଣା
ଜହ୍ନର ଠିକଣା




ଜୀବନ ଏକ ଅନିଶ୍ଚିତ ପଥ,
କେତେବେଳେ
ମୃତ୍ୟୁ କରେ କବାଟ ଠକ ଠକ..
ନୀଳ ଆକାଶର ନିରିମାଖି ଜହ୍ନ।
କଳକିଂ ଭରା ସ୍ୱପ୍ନ ଟିଏ ପରି।
କିଏ ଜାଣିଚି ତା ଠିକଣା
ପାଣିରେ ତା ଛାଇ,
ଅଦ୍ଧାରରେ ତା ଆଲୁଅ,
କେବେ ସେ ଜହ୍ନ ରାତି,
କେବେ ପୁଣ୍ଣିମା ତିଥି ।
ଜୀବନ ଏକ ଅନିଶ୍ଚିତ ପଥ,
କେତେବେଳେ
ମୃତ୍ୟୁ କରେ କବାଟ ଠକ ଠକ..
ନୀଳ ଆକାଶର ନିରିମାଖି ଜହ୍ନ।
କଳକିଂ ଭରା ସ୍ୱପ୍ନ ଟିଏ ପରି।
କିଏ ଜାଣିଚି ତା ଠିକଣା
ପାଣିରେ ତା ଛାଇ,
ଅଦ୍ଧାରରେ ତା ଆଲୁଅ,
କେବେ ସେ ଜହ୍ନ ରାତି,
କେବେ ପୁଣ୍ଣିମା ତିଥି ।