Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JAMINEE JYOTI JENA

Abstract Fantasy

3  

JAMINEE JYOTI JENA

Abstract Fantasy

ଜହ୍ନ ର ସ୍ମୃତିରେ

ଜହ୍ନ ର ସ୍ମୃତିରେ

1 min
344


କୃତିମ ଜହ୍ନ ଟେ ଗଢି କି ପାରନ୍ତି


ନୀତି ଦେଖୁଥାନ୍ତିବସି


ସନ୍ଧ୍ୟା ଆଗମନେ ସେ ଜହ୍ନ ହସନ୍ତ।


ପାଖରେ ମୋହର ଘଡ଼ିଏ ଵସନ୍ତ।


ହାତ ଧରି ତାର ପାଖେ ମୁଁ କହନ୍ତି 


ତା ମହେକେ ମୁଁ ହଜି କି ଯାଆନ୍ତି


ସୁରୁଜ କିରଣେ ଲୁଚେଇ ଦିଅନ୍ତି


ତାରା ଫୁଲରେ ତା ବଦନ ସଜାନ୍ତି 


କୃତିମ ଜହ୍ନ ଟେ ଗଢି କି ପାରନ୍ତି


ଇଚ୍ଛା ମୋର କେବେ ପୂରଣ ହୁଅନ୍ତା


ଜହ୍ନ ମୋର ପୁଣି ଫେରି କି ଆସନ୍ତା


ତା ସ୍ମୃତି ରେ ଯେ ମୁଁ ଦେଖଇ ସପନ


 ସପନ ଯେ ମୋର ସତ କି ହୁଅନ୍ତା 


Rate this content
Log in

Similar oriya poem from Abstract