STORYMIRROR

Kalyani Nanda

Others

3  

Kalyani Nanda

Others

ଜଗତ ଠାକୁର ଶ୍ରୀ ଜଗନ୍ନାଥ

ଜଗତ ଠାକୁର ଶ୍ରୀ ଜଗନ୍ନାଥ

1 min
11.8K

   ସ୍ନାନ ମଣ୍ଡପେ ତିନି ଠାକୁର ହୋଇଣ ବିଜେ,

   ଶହେ ଆଠ ଗରା ଜଳରେ ସିନାନ କରିିିଲେ,

   ଅସୁଖେ ପଡିଣ ତିନି ଠାକୁର ଅଛନ୍ତି ଅଣସର ଘରେ,

   ଦେଖି ନିଜ ଭକତଙ୍କୁ ଗୃହ ବନ୍ଦୀ ଭାବେ, 

   ପ୍ରଭୁ ସହି ନ ପାରିଲେ,

   ନିଜେ ଯେବେ ଅସୁଖେ ପଡିିିଲେ,

   କ୍ବାରେଣ୍ଟ୍ଟାଇନରେ ତିନି ଠାକୁର ରହିିିଲେ,

   ସେ ତ ଭକତ ଭାବରେ ବନ୍ଧା ଯେ,

   ଭକ୍ତଙ୍କ ପାଇଁ ସତେ କେତେ ଦୁଃଖ ନ ସହିଲେ,

   କ୍ବାରେଣ୍ଟ୍ଟାଇନରୁ ବାହାରି ପ୍ରଭୁ , ଉଭା ହେବେ ରଥ ଉପରେ,

   ଦେଖା ଦେବେ ନିଜ ଭକତଙ୍କୁ ନବ ଯୌବନ ବେଶରେ,

   ତାଙ୍କ ଘୋଷ ଯାତ୍ରା ପ୍ରସିଦ୍ଧ ଜଗତେ,

   ଦେଖି ତରନ୍ତି ଭକତେ,

   ଜଗତର ନାଥ ପ୍ରଭୁ ଜଗନ୍ନାଥ,ଧାମ ତାଙ୍କ ନୀଳାଚଳ ଯେ,

   ପତିତ ତାରଣ ନୀଳ ମାଧବ, ମହିମା କେ ତାହାଙ୍କ କଳି ପାରେ ଯେ ।


Rate this content
Log in