Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash ranjan Swain

Abstract Fantasy

2  

Prakash ranjan Swain

Abstract Fantasy

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
32


ଇନ୍ଦ୍ରଧନୁଟିଏ ଆକାଶ ବୁକୁରେ

ସାତ ରଙ୍ଗ ସମାହାର

ଅସଂକ୍ଷ ସ୍ୱପ୍ନର ଗନ୍ତାଘର ଏଇ

ସଙ୍ଗୀତର ସାତ ସ୍ୱର।

ମେଘ ଆସି ବରଶିଲେ

ଉତ୍ତର ଆକେଶେ ଦିଶେ ଇନ୍ଦ୍ରଧନୁ

ସୁନ୍ଦର ରୂପର ଦୃଶ୍ୟ ଟିଏ

ପ୍ରେମବୋଳା ରଙ୍ଗ ଅବିର।

କେବେ ଇଏ ପ୍ରୀତି ଫଗୁଣ

କେବେ ହୁଏ ଧାରା ଶ୍ରାବଣ

କେବେ ସିଏ ସଂଶୟ ଛାଇକୁ

ଶାନ୍ତ୍ବନାର ପ୍ରେମ ପରଶ।

ଅର୍ଦ୍ଧ ବୃତ୍ତାକାର ଆକାର ଧରି ସେ

ଆସେ ଯେବେ ମେଘୁଆ ଆକାଶେ

କେତେ ଯେ ସ୍ବପ୍ନ ଭରି ଦେଇଯାଏ

ଏଇ ଶୂନ୍ୟ ମନ ଆଖିରେ।



Rate this content
Log in

Similar oriya poem from Abstract