ଇଚ୍ଛକନ୍ୟା- ୨୦
ଇଚ୍ଛକନ୍ୟା- ୨୦
1 min
1.2K
ଇଚ୍ଛାକନ୍ୟା-୨୦
କାଶ୍ୟପ
ଯକ୍ଷୀଣି !
କାଳ କାଳ ଅତୀତ, କାଳ ପ୍ରଭାହମାନ,
ଜୀବ, ଜୀବ ଆତ୍ମନେ
ବାୟୁ ସଂକ୍ରମନ୍ତି ପ୍ରାଣେ,
ପ୍ରାଣ ମୋହ ପାଶେ
ବନ୍ଧନ୍ତି ଜୀବ ଆତ୍ମନେ,
ନା ମୋହମ ଜୀବମ
ମୋହାତୀତ ସାଧନେ
ଲଭନ୍ତି ମୁକ୍ତି ପ୍ରାଣମ
ମୁକ୍ତି ସନ୍ଧାନେ ମାର୍ଗମ
ଦେହାତୀତ ଭାଵ (ପ୍ରେମମ)
ଛାୟା ସାଧ୍ୟନା କାଳମ
ପ୍ରୀତିମ ବିବର୍ତ୍ତିତା କାୟା ମାଧ୍ୟମ ଦେବତ୍ଵ ସନ୍ଧାନମ,
ଯକ୍ଷଣି (ଇଛା କନ୍ୟା)
ପ୍ରଦନ୍ତୀ
ରତ୍ତି,କାମ
ମାଧ୍ୟମେ ମୋକ୍ଷମ ।