Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Others

3  

kahnu charan sahu

Others

ହୁଅ ସଜାଗ

ହୁଅ ସଜାଗ

1 min
204


ଆଜିକା ମନ 

ଭାରି ଉଚ୍ଛନ୍ନ 

ମାନେନି ତିଥି ବାର

ଆରେଞ୍ଜ ସଙ୍ଗେ 

ଲଭ ମ୍ୟାରେଜ

ପଡେନି ତାକୁ ଫରକ ।


ମାରଇ ଡିଆଁ

ହେଇ ବାଇଆ

ହରାଇ ନିୟନ୍ତ୍ରଣ

ସରିଲେ ରାତି

ମିଳଇ ବୁଦ୍ଧି

ଉତ୍ତୁରି ନାଚେ ଭ୍ରମ ।


ମୁହଁରେ କଳା

ଅନ୍ତରେ ଜ୍ୱାଳା

ପାରେନି ଆଉ ସହି

ଜୀବନ ତାର

କରିଲା ଖାର

କିଛି ମୁହୂର୍ତ୍ତ ପାଇଁ ।


ହୁଅ ସଜାଗ

ବଦଳି ପାଗ

ଆସିବ ନିଶ୍ଚେ ଦିନ

ଅଳିକ ଆଶା

ନ ହେଲେ ନିଶା

ନରକ ହେବ ପ୍ରାଣ ।।



Rate this content
Log in