Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

3  

Gopinath Jena

Romance

ହସ ତୋର ଖିଲି ଖିଲି

ହସ ତୋର ଖିଲି ଖିଲି

1 min
114


ଝିଅ ନୁହେଁ ତୁ ଲୋ ସରଗ ପରୀ

   ରାଜହଂସୀ ତୋର ଚାଲି

ଝଲ ମଲ ହେଉ ରୂପା ଜହ୍ନ ପରି

   ହସ ତୋର ଖିଲି ଖିଲି 

ହସ ତୋର ଖିଲି ଖିଲି ।


ତୁ ଚାଲିଲେ ଦୋହଲଇ ବେଣୀ

ତୁ ସୌନ୍ଦର୍ଯ୍ୟ ଦେଶର ରାଣୀ

ବିନା ଅତର ରେ ବାସୁ ମହ ମହ

    ଓଠ କୃଷ୍ଣଚୂଡ଼ା ନାଲି 

ହସ ତୋର ଖିଲି ଖିଲି ।


ତୁ ସଜେଇ ହେଲେ ଲୋ ଗୋରୀ

ଦିଶୁ ସଜ ଫୁଟା ଫୁଲ ପରି

ସୁନ୍ଦରୀ ଶବଦ ତୋ ପାଇଁ ଫିକା ଲୋ

   ତୁ ଅନିନ୍ଦ୍ୟ ରୂପସୀ ବୋଲି

ହସ ତୋର ଖିଲି ଖିଲି ।


Rate this content
Log in

Similar oriya poem from Romance