Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ହୃଦୟର ସମ୍ପର୍କ

ହୃଦୟର ସମ୍ପର୍କ

1 min
383



ରକ୍ତ ସମ୍ପର୍କ ବି ଫିକା ପଡ଼ିଯାଏ

ସମୟ ଗତି ପଥରେ l

ହୃଦୟ ସମ୍ପର୍କ ଫିକାପଡେ ନାହିଁ

ଜୀବନେ କେବେବି ଥରେ ll 1


ରକ୍ତ ସମ୍ପର୍କର ପ୍ରମାଣ ଅନେକ

ଅଛି ସମାଜ ଭିତରେ l

ହୃଦୟ ସମ୍ପର୍କ ଅମର ହୋଇଛି

ଦୁନିଆ ତା ପାଖେ ହାରେ ll2


ଗଢିବାର ଅଛି ସମ୍ପର୍କ ବି ଯଦି

ହୃଦୟରୁ ଗଢ଼ ଥରେ l

ରକତ ହୃଦୟ ଏକ ହୋଇଯିବ

ହୃଦୟର ସମ୍ପର୍କରେ ll3


Rate this content
Log in

Similar oriya poem from Inspirational