Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ହୃଦୟ

ହୃଦୟ

1 min
146


ଜୀବନଟା ଖାଲି ଏମିତି ଯେ କଣ

ଯାହାର ସଂଜ୍ଞା କି ବ୍ୟାଖ୍ୟା କରିବା ହିଁ

କଠିନ ଆଉ ଦୁରୂହ, ହିସାବର

କିତାବ କରେ ଏବେ ଜୀବନ ପାଠ

ଜୀବନ ମୋର ମହଲଟେ

ଗଢିଛି ମୁଁ, ଗଢ଼ିବାର ଉନ୍ମାଦନାରେ

ଗଢୁ ଗଢୁ ଗଢିଦିଏ, ଉତ୍ତୁଙ୍ଗ

ହିମାଳୟ ହୁଏ ସ୍ବପ୍ନ ମୋର

ମନ ସିନା ଭାଙ୍ଗିଛି

ହୃଦୟ ବି ତ ଭାଙ୍ଗିଛି

ଭଙ୍ଗା ଆଇନାରେ ଯେବେ

ମୁହଁ ଦେଖେ, ହୃଦୟ ବି ତ

ଦର୍ପଣ ହୁଏ  ...।


Rate this content
Log in

Similar oriya poem from Abstract