Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Panchanan Jena

Romance


3  

Panchanan Jena

Romance


ଵହ୍ନିବିଭା

ଵହ୍ନିବିଭା

1 min 203 1 min 203

ହେ ପଳାଶ ଫୁଲ !

କାହିଁ ଫୁଲେଇ ହୁଅ 

ହଳେଇ କୁହ ଛାଡ଼ି ସରମୀ ?

କାହିଁ ପ୍ଳାବିତ କର 

ଫଗୁଣିତ କର ମନ ମରୁଭୂମି ? ୧


ତୁମେ ଫୁଟିଲେ 

ପୁଷ୍ପିତ ତରଙ୍ଗାୟିତ ମନ ଉପବନ 

ତୁମେ ହସିଲେ 

ପରିବେଶ ରଂଗୀନ ଫଗୁଣ ମଞ୍ଚାସୀନ ।୨


ତୁମ ଲାଲ ଟୁକୁ ଟୁକୁ 

ଓଢଣୀ ତଳୁ 

ଦିଶୁଛି ହସହସ ଆରଣ୍ୟକ ସୁଷମା

ହସି କହୁଛ 

ଅଦମ୍ୟ ଆଦିମ ବହ୍ନିର 

ଲେଲିହାନ ଶିଖା ଋତୁରାଜ ମହିମା ।୩


ବନେ ମନେ 

ମୁକୁଳା ଉଛୁଳା ଛଇଳା 

ଯୌବନର ମନଲୋଭା ଆଭା

ସୁନ୍ଦରୀ ରୂପସୀ ତାରକସୀ 

ତୁମେ ଜ୍ୱଳନ୍ତ ବହ୍ନିବିଭା ।୪



Rate this content
Log in

More oriya poem from Panchanan Jena

Similar oriya poem from Romance