Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijaya Panda

Inspirational

5.0  

Bijaya Panda

Inspirational

ହିସାବ

ହିସାବ

1 min
165


କେତେ ମୁଁ ପାଇଛି କେତେ ହରାଇଛି

ସେ ହିସାବ ଆରପାରିରେ

ଏପାରିରେ ଖାଲି କର୍ମ ଆଉ କର୍ମ

ପ୍ରାଣ ଥିବା ଯାଏଁ ପିଣ୍ଡରେ

ସୁଖ ପରେ ଦୁଃଖ ରାତି ପରେ ଦିନ

ବିଶ୍ଵ ନିୟନ୍ତା ଗଢି ଦେଇଛି

ପାଖେ ଯାହା ଅଛି ତା’ ମୂଲ ନବୁଝି ମଣିଷ

ମରୀଚିକା ପଛେ ଧାଇଁଛି । 


Rate this content
Log in