Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Brundabana Pradhan

Romance

3  

Brundabana Pradhan

Romance

ହେ ମୋର ଦୁଃଖ ମାନେ

ହେ ମୋର ଦୁଃଖ ମାନେ

1 min
207


ହେ ମୋର ଦୁଃଖ ମାନେ 

ତମେ ମୋ ଅସଜଡା ପଥରୁ

ଏବେ ହିଁ ହଟିଯାଅ ।

 ଦେଖିବ ସେ ପଥରେ 

ପୁଷ୍ପ ବୃଷ୍ଟି ହେବ 

କାହାକୁ ନା କାହାକୁ ଆପଣେଇ। 

ଆଉ ବିଳମ୍ୱ ନ କରି 

ମୋ ପଥରୁ ଏବେ ହିଁ

ହଟିବାକୁ ଚେଷ୍ଟା କର

ଦେଖିବ ସୁଖର ସାଗରେ 

ଏ ସଂସାର ହସି ଉଠିବ। 



Rate this content
Log in