STORYMIRROR

Suchitra Parida

Classics

3  

Suchitra Parida

Classics

ହେ ଚକାଆଖି ଶୁଣ ଶୁଣ ଚକାଆଖି

ହେ ଚକାଆଖି ଶୁଣ ଶୁଣ ଚକାଆଖି

1 min
141



ଶୁଣ ଶୁଣ ଚକାଆଖି 

      ଲୋତକ ଗଲାଣି ଶୁଖି

କରନାହିଁ ନିରିମାଖି

      ଆହେ ପ୍ରଭୁ ସର୍ଵ ସାଖି

ତୁମ କଞ୍ଜ ଚରଣରେ

      ମୋ ମନରହିଛି ଲାଖି

ହେ...ଚକାଆଖି.... ହେ....ଚକାଆଖି।

ତୁମେ ତନି ଭୂଵନର ସ୍ବାମୀ

     ସଭିଙ୍କର ପଥଗାମୀ

ସଭିଙ୍କ ସୁଖ କାରିଣୀ

   ହେ ଜଗତର କର୍ତ୍ତା ସ୍ଵାମୀ  

 ଶୁଣ ଶୁଣ ମୋ ଦୟିନୀ

ହେ..ଚକାଆଖି... ହେ..ଚକାଆଖି ।।

ତୁମ୍ଭକୁ କଲି ଵରଣି

      ରଖିଵ ହେ ଚକ୍ରପାଣି

କର ପ୍ରଭୁ ଦୁଃଖ ଶୁଣାଣି

     ତୋର ଚରଣେ ଶରଣି

ଶୁଣିବ କି ନାହିଁ ମୋର

   ପ୍ରଭୁ  ଦୁର୍ଦ୍ଦଶା ଦୟିନୀ

ହେ..ଚକାଆଖି... ହେ...ଚକାଆଖି।


Rate this content
Log in

Similar oriya poem from Classics