ଗୋପବନ୍ଧୁ
ଗୋପବନ୍ଧୁ
ଗୋପବନ୍ଧୁ
ତୁମେ ଥିଲ ଏ ଜାତି ର ମଣି
ଅତି ରୋମାଞକର ତୁମ କାହାଣୀ
ଓଡିଆ ମାନଙ୍କ ପାଇଁ ସଦା
ଥିଲ ତୁମେ ଜାଗ୍ରତ ପ୍ରହରୀ
ନିଃସ୍ୱାର୍ଥପର ତ୍ୟାଗୀ
ନିଜ ପୁତ୍ରର ବିୟୋଗରେ
ବିଚଳିତ ନ ହୋଇ
ଚୂଡ଼ା ଚାଉଳ ଲୋକଙ୍କୁ
ବାଣ୍ଟୁ ଥିଲ ଯାଇ
ଏବେ ଏହି ବିଶ୍ୱ ମହାମାରୀ ରେ
ଏ ଜାତି ତୁମକୁ ଯାଉଛି ଝୁରି
କିଏ ପାରେନା ହୋଇ
ତୁମରି ସରି
କାହିଁ ଗଲ ତୁମେ
ଫେରି ଆସ
ଟିକିଏ ଶୁଣି ଯାଅ
ଆର୍ତ୍ତନାଦ ଆମରି
ଭରିଦିଏ ଆଶିଷ
ଏହି ବିଶ୍ବ ମହାମାରୀ
ହୋଇବୁ ପାରିବୁ
ତୁମରି ପରି ତ୍ୟାଗୀ ।