Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Pramila Mohanty

Inspirational Others

2  

Pramila Mohanty

Inspirational Others

ଗୋପବନ୍ଧୁ

ଗୋପବନ୍ଧୁ

1 min
40


ଗୋପବନ୍ଧୁ

ତୁମେ ଥିଲ ଏ ଜାତି ର ମଣି

ଅତି ରୋମାଞକର ତୁମ କାହାଣୀ

ଓଡିଆ ମାନଙ୍କ ପାଇଁ ସଦା

ଥିଲ ତୁମେ ଜାଗ୍ରତ ପ୍ରହରୀ

ନିଃସ୍ୱାର୍ଥପର ତ୍ୟାଗୀ

ନିଜ ପୁତ୍ରର ବିୟୋଗରେ

   ବିଚଳିତ ନ ହୋଇ

ଚୂଡ଼ା ଚାଉଳ ଲୋକଙ୍କୁ 

    ବାଣ୍ଟୁ ଥିଲ ଯାଇ

ଏବେ ଏହି ବିଶ୍ୱ ମହାମାରୀ ରେ

ଏ ଜାତି ତୁମକୁ ଯାଉଛି ଝୁରି

କିଏ ପାରେନା ହୋଇ

    ତୁମରି ସରି

କାହିଁ ଗଲ ତୁମେ

ଫେରି ଆସ 

ଟିକିଏ ଶୁଣି ଯାଅ

ଆର୍ତ୍ତନାଦ ଆମରି

ଭରିଦିଏ ଆଶିଷ

ଏହି ବିଶ୍ବ ମହାମାରୀ

ହୋଇବୁ ପାରିବୁ 

ତୁମରି ପରି ତ୍ୟାଗୀ ।


Rate this content
Log in