Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ଗୋମାତା

ଗୋମାତା

1 min
219


ସୂର୍ଯ୍ୟ ଜଳୁଛନ୍ତି ମୁଣ୍ଡ ଉପରେ 

ଗୋମାତା ଛାଡ଼ୁଛି ରଡି 

ମାଲିକ ବିଚରା ନେଉଅଛି ଟାଣି 

ଧରି ତା ବେକ ଦଉଡି 

ଗୋମାତା ଆମର ଦ୍ୱିତୀୟ ମାତା 

କ୍ଷୀର ଅଟେ ପୁଷ୍ଟିସାର 

ଜୀବନ ରକ୍ଷା କରିଥାଏ ସିଏ 

କରିବା ତାକୁ ଆଦର 

ପଶୁଟିଏ ଅଟେ ଉପକାରୀ ମନୁଷ୍ୟର 

ଏକଥା ବୁଝିବା ଦରକାର 

ଆମ ପରି ତାକୁ ଆଶ୍ରୟ ଲୋଡ଼ା 

ସୂର୍ଯ୍ୟ ଜାଳୁଥାନ୍ତି ଗ୍ରୀଷ୍ମରେ ଆକାଶର ।



Rate this content
Log in