Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Brundabana Pradhan

Comedy

2  

Brundabana Pradhan

Comedy

ଘରଣୀ କୁ ଲାଗେ କବିତା ପିତା

ଘରଣୀ କୁ ଲାଗେ କବିତା ପିତା

1 min
138


କବିତାର ଶତ୍ରୁ ଘରଣୀ ମୋହର 

କବିତା ଲେଖିଲେ ମୁଁ ତାକୁ ଲାଗେ ନାହିଁ ଭଲ। 

କବିତାକୁ ମୁଁ ଯେ ପାଏ କେତେ ଭଲ 

କବିତା ଲେଖାରେ ଅଛି ମୋ ଦୁର୍ବଳ।।

ଥରକୁ ଥର ଦିଏ ମତେ ଗାଲି 

ଯେଶନେ କବିତା ତାର ସଉତୁଣି ଭଲି ।

ଘରଣୀ କୁ ନେଇ ଲେଖେ ମୁଁ କବିତା

ତଥାପି ତାହାକୁ ଲାଗେ କେତେ ପିତା ।। 

ତାରରୂପ ଗୁଣ ବର୍ଣ୍ଣନା କରି

 ଘରଣୀକି ମତେ ଲାଗେ କବିତା ର ଉପାଦାନ ପରି। 

କବିତା ଲେଖିଲେ କହେ କେତେ କଥା

ଶୁଣି ଶୁଣି ମୋର ଜଳିଯାଏ ମଥା।। 

ତଥାପି ତ ଲେଖେ ତା ପାଇଁ କବିତା 

ଘରଣୀ କୁ ଲାଗେ କବିତା ପିତା ।



Rate this content
Log in