ଗାନ୍ଧିଜୀ
ଗାନ୍ଧିଜୀ
1 min
175
କି ଗୁଣ ଗାଇବୁ ବାପୁ ହେ
ସଂଗ୍ରାମ ତୁମ
ଦେଶ ପାଇଁ ଆଜାଦୀ କି ସ୍ଵାଧୀନତା
ପାଇଁ ହେଲକି ଜନ୍ମ
ଏତେ ବର୍ଷ ପରେ ବି ଆଜି ହୀରକ ଜୟନ୍ତୀ
ଅମୃତ ମହୋତ୍ସବରେ ତୁମ ନାମ
ତୁମକୁ ଛାଡି ତ୍ରିରଙ୍ଗା କେବେ ପାରିବ କହି
ଛଅଥର ବଦଳେଇ ତ୍ରିରଙ୍ଗାର ରଖିଲ ମାନ
କିଏ ଚିହ୍ନିଥିଲେ ଆନ୍ଧ୍ରର ଅଚିହ୍ନା ପଲ୍ଲୀରେ
ଭେଙ୍କୟା ପିଙ୍ଗଳ ରଖିବେ ନାମ
ସାତ ତାରା ହେଉ ଅବା ଅରଟ ଚିତ୍ର ତ୍ରିରଙ୍ଗ
ସବୁ ପାଇଁ ଗାନ୍ଧୀ ହେ ତୁମରି ବଳିଦାନ
ଦାଣ୍ଡି ଯାତ୍ରା ସତ୍ୟାଗ୍ରହ ପୁଣି ସାବରମତୀ
କର୍ମଶାଳାର ଉଦ୍ଭାବନ
ତ୍ରିରଙ୍ଗା ଉଡୁଛି ଶାନ୍ତି ସଂହତି ଦେଶ ପ୍ରୀତି ମୈତ୍ରୀ
ଯାହା ସବୁ ତୁମରି ଦାନ
ତୁମ ପାଇଁ ଅନେକ ବୀର ପଡ଼ିଲେ ଚିହ୍ନା
କର୍ମବୀରମାନଙ୍କ ସହ ବଘାଯତିନ