Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ତ୍ରିନାଥ ବେହେରା

Others

2.8  

ତ୍ରିନାଥ ବେହେରା

Others

ଏକତା

ଏକତା

1 min
11.6K



ହାତକୁ ହାତରେ ଛନ୍ଦି

ମନରେ ଏକତା ବାନ୍ଧି

ଦେଶ ପାଇଁ ଲଢିବା 

ହଁ ହଁ ଆମେ ଲଢିବା

ଏକତା ବଳରେ ଜିତିବା

ମୁକତିର ଗୀତ ଗାଇବା

ଯେତେ ଯେତେ ମାନ

ଅଛି ଅଭିମାନ ସବୁକୁ

ଦୂରେଇ ଦେବା ଆମେ

ପାରିବା ହଁ ହଁ ପାରିବା

ବିଶ୍ବେ ଅନନ୍ୟ ହୋଇବା

ଭାରତର ଜୟ ଗାଇବା ।



Rate this content
Log in